JILLA @3PM | 12 Feb 2022 | Argus News
+ ୩୬ ଘଣ୍ଟା ପୂର୍ବରୁ ଲାଉଡ ସ୍ପିକର ବନ୍ଦ
+ କଟକରେ ଗଞ୍ଜେଇ ବେପାରୀ ଘରେ ପୁଳା ପୁଳା ଟଙ୍କା
+ ଆରମ୍ଭ ହେଲା 2022 IPL ର ନିଲାମ ପକ୍ରିୟା
+ ବିଡ଼ିଓଙ୍କ ଉପରେ ବର୍ଷିଲେ ବରଗଡ ଜିଲ୍ଲାପାଳ
+ ଖୋଲିଲା ଢେଙ୍କାନାଳ ଗଁଦିଆ ଚୈତନ୍ୟ ମଠ ମହନ୍ତର ଗୁମର
+ ସମସ୍ତଙ୍କୁ ସୁହାଇଲା ଭଳି ବଜେଟ
#ArgusUpdate3pm #Odisha #ArgusNews