Madhyan Khabar 12 pm | 2 July 2022 | Argus News
+ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ
+ ସ୍ପାଇସ୍ ଜେଟ୍ ବିମାନରେ ଧୂଆଁ
+ ମଣିପୁରରେ ଲ୍ୟାଣ୍ଡସ୍ଲାଇଡ୍ରେ ବଢୁଛି ମୃତ୍ୟୁସଂଖ୍ୟା
+ ଶରଧା ବାଲିରେ ତିନି ରଥ
+ ଆଜିଠୁ ହାଇଦ୍ରାବାଦରେ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ
+ ପୁଣି ଚର୍ଚ୍ଚାରେ ପଦ୍ମଶ୍ରୀ ହଳଧର ନାଗ
+ ସୋମବାରରୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର
#Madhyanakhabar12pm #Odisha #ArgusNews