Madhyan Khabar 12 pm | 10 April 2023 | Argus News
+ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପରେ ବହିରେ ମୁଦ୍ରଣ ଜନିତ ତ୍ରୁଟି
+ ଝାରସୁଗୁଡ଼ାରେ ବେକାବୁ ଆଇନଶୃଙ୍ଖଳା
+ ବଲାଙ୍ଗିରରେ ଫେକ୍ ସାର୍ଟିଫିକେଟ ମାମଲା
+ ଦେଶରେ ବଢୁଛି କରୋନା ଗ୍ରାଫ୍
+ ଆଜିଠୁ +2 ଖାତାଦେଖା
+ ରାଜ୍ୟରେ ପ୍ରବଳ ଖରା
+ ବାଲେଶ୍ବର ଭୋଗରାଇରେ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
#ArgusNews #MadhyanKhabar12pm #Odisha