ପିଠିରେ ପିଲାଙ୍କୁ ବସାଇ ରାସ୍ତାରେ ବୁଲୁଛି ଭାଲୁ । ଏଭଳି କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ । ମାଆ ଭାଲୁ ପିଠିରେ ୨ ଛୁଆ ବସି ରାସ୍ତା ପାର ହେଉଛନ୍ତି ।
#Nabrangpur #MotherBear #RoadCrossing #ViralVideo #Odisha #ArgusNews