Nuakhai Express 4 PM | 23 Nov 2022 | Argus News
+ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନଙ୍କ ରାଜ୍ୟ ସରକାରଙ୍କ ଘୋଷଣା
+ ପଦମପୁରନେ ଜମୁଛେ ତିନ୍ ପ୍ରମୁଖ୍ ରାଜନୈତିକ ଦଲର୍ ପ୍ରଚାର
+ ସାମ୍ବାଦିକ ସମ୍ମିଳନୀନେ କାନ୍ଦଲେ ପ୍ରଦୀପ ପୁରୋହିତ
+ ବରଗଡ଼ନେ ସରକାରୀ ସ୍କୁଲରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମିଟିଂ ଘଟନା
+ ମଣ୍ଡି ଯନ୍ତ୍ରଣା
+ ଆଏଜ୍ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ୍
+ ଫେର୍ ବଲାଙ୍ଗୀର କଣ୍ଟାବାଞ୍ଜିନୁ ଆଏଲା ଶ୍ରମିକ ଚାଲାଣର ଦୃଶ୍ୟ
#NuakhaiExpress #ArgusUpdate #Odisha #ArgusNews