NUAKHAI EXPRESS 5PM
+ ଜୁଲାଇ 16 ତକ୍ ରାଏଜ୍ ନେ ଲକଡାଉନ୍ ନେ ଟିକେ ଢିଲ୍
+ କ୍ୟାଟେଗୋରୀ ବି ଜିଲ୍ଲା ଲାଗି ସ୍ପେଶିଆଲ୍ ଗାଇଡଲାଇନ୍
+ ଥମବାର୍ ନାଇଁ ଚାଷୀର୍ ଦୁଃଖ୍
+ ଆଏଖଁ ଆଗରେ ମାଏଟ୍ ନେ ମିଶଲା ଘର୍
+ ବିପଦ୍ ନେ ସମଲପୁର୍ ହୁମା ବକ୍ର ମନ୍ଦିର୍ ର କୁଢୋ ମାଛ୍
+ ଆର୍ କାମ୍ ନେ ନାଇ ଆସବାର୍
#ArgusNews #Odisha #ArgusNewsTV #Lockdown #CovidGuidline #nuakhaiexpress5pm #Sambalpur #Bolangir