NuakhaiExpress@ 5 pm | 21 Jan 2022 | Argus News
+ ବଲାଙ୍ଗୀରନେ ସରପଞ୍ଚ ପଦବୀ ନିଲାମ ଉତାରୁ ଏବେ ୱାର୍ଡ ମେମ୍ବର ପଦବୀ ନିଲାମ୍ ଡାକରା
+ ସିଲ୍ ହେଲା ବୁର୍ଲା ଭିମସାର ଅଧ୍ୟକ୍ଷାଙ୍କର୍ କାର୍ଯ୍ୟାଲୟ
+ ସମ୍ବଲପୁର ଠେଲକୁଲିରେ ଥିବା JSW-ଭୂଷଣ କାରଖାନାରେ ବଡ଼ଧରଣର ଅଘଟଣ
+ ସୁନ୍ଦରଗଡ଼ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସର ୟୁନିଟ-୨ର ଫରନେସ ବ୍ଲାଷ୍ଟ
+ ରାଏଜନେ 10 ହଜାର ତଳକେ ଖସଲା ଦିନକିଆ ସଙ୍କ୍ରମଣ
+ ଆରୁ ଘର ଖଣେକ୍ ନାଇଁ ପାଏବାର୍ ଅସହାୟ ପରିବାର
#Nuakhaiexpress5pm #vimsar #jswcompany #ArgusNews