|| Positive Bharat ||
- ଓଡ଼ିଶାରେ ୟଶ୍ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
- ୟଶ୍ ସମୀକ୍ଷା ପରେ ଓଡ଼ିଶା,ବେଙ୍ଗଲ ଓ ଝାଡଖଣ୍ଡକୁ 1000 କୋଟିର ସହାୟତା ଘୋଷଣା....
- ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ..
- ଦେଶରେ ତଳମୁହାଁ କରୋନା ମିଟର...44 ଦିନ ପରେ ପ୍ରଥମ ଥର ପାଇଁ ୨ ଲକ୍ଷରୁ କମ୍ ଦୈନିକ ସଂକ୍ରମଣ...
- ଘୋଷଣା ହେଲା ଡିଆରଡିଓ ଦ୍ବାରା ବିକଶିତ କୋଭିଡ୍ ଔଷଧ ୨ ଡିଜିର ମୂଲ୍ୟ ....
- ଆଜି 43ତମ ଜିଏସଟି ପରିଷଦ ବୈଠକ...
#ArgusNews #ArgusTv #Odisha #Positive_Bharat