Pratham Khabar | 11 July 2022 | Argus News
+ ଆଜିଠୁ ୫ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା
+ ଆଜି ରଥ ଉପରେ ଶ୍ରୀଜୀଉଙ୍କ ଅଧରପଣା ନୀତି
+ ଆଜିଠୁ ଆରମ୍ଭ ହେଉଛି ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍ସିପ୍ ମେଳା
+ ଆଜି ଉନ୍ମୋଚିତ ହେବ ରାଜନୀତିର ଚାଣକ୍ୟ ଅମିତ ଶାହଙ୍କ ଜୀବନୀ ଆଧାରିତ ପୁସ୍ତକ
+ ନାଟକ `ଆହେ ନୀଳ ଶଇଳ'କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ପ୍ରଶଂସା
+ 10 ଦିନରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା
+ ଆଜିଠାରୁ ପୁଣି ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା
#Prathamkhabar #WeatherNews #AdharapanaNiti #Odisha #ArgusNews