Pratham Khabar 7 AM | 9 Feb 2023 | Argus News
+ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା
+ G-୨୦ ଅଧ୍ୟକ୍ଷତାରେ ଆଜିଠୁ ଗୁଜରାଟର ଅହମ୍ମଦାବାଦରେ ଅର୍ବାନ-20 ବୈଠକ
+ ଆଜି ଦିନିକିଆ ହରିୟାଣା ଗସ୍ତରେ ଯିବେ ରାଷ୍ଟ୍ରପତି
+ ପାଖେଇ ଆସୁଛି ବିଧାନସଭା ନିର୍ବାଚନ
+ ଏଣିକି ମେସିନରୁ ବାହାରିବ କଏନ
+ ସଜେଇ ହେଉଛି ଉତ୍କଳମଣିଙ୍କ ଜନ୍ମମାଟି
#ArgusNews #PrathamKhabar #Odisha