PrathamKhabar@ 7 am | 6 July 2022 | Argus News
+ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
+ ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ
+ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସର ପ୍ରଭାବ
+ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର 50ବର୍ଷ ପୂର୍ତ୍ତି.
+ସାରା ରାଜ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ
+ ଶନିବାର ବାହୁଡା ଯାତ୍ରା କରିବେ ଚତୂର୍ଦ୍ଧାମୂର୍ତ୍ତି
#prathamkhabar #matricresult #assembly #monsoonsession #lowpressure #ArgusNews