PrathamKhabar@ 7am | 20 May 2022 | Argus News
+ ଆଜି ବାହାରିନ୍ ଓଡ଼ିଆ ସମାଜ ପାଳୁଛି ଓଡ଼ିଆ ନବବର୍ଷ
+ ରେଳ ଧାରଣା ପାର୍ ବେଳେ ହାତୀ ପଲକୁ ଧକ୍କା ଦେଲା ଟ୍ରେନ
+ IIT ମାଡ୍ରାସରେ 5Gର ସଫଳ ପରୀକ୍ଷଣ
+ ବିବାଦ, ବିତର୍କ ପରେ ସିଂହମୂର୍ତ୍ତିକୁ ହେପାଜତକୁ ନେଲା ASI
+ ଘୁଞ୍ଚିଲା ଜ୍ଞାନବ୍ୟାପୀ ମସଜିଦର ଶୁଣାଣି
+ ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ପୁରିଲା ୧୦୦ ବର୍ଷ
+ ୨୧ରୁ ପୁଣି ବଢିବ ତାତି
#prathamkhabar #Baharain #OdiaSamajNewyear #iitmadras #gyanavapimosque #ArgusNews