PRIME ODISHA 7PM
+ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂରତି
+ ଓଡ଼ିଶାକୁ ପଶିଛନ୍ତି କି ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍-ଉଲ-ମୁଜାହିଦ୍ଦିନ୍ ଆତଙ୍କବାଦୀ
+ ଆଥ୍ଲେଟଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
+ ବଲାଙ୍ଗିରରେ ପିଡିଏସ୍ ଚାଉଳ ଲୁଟ୍ ଅଭିଯୋଗ
+ ଦେଶରେ ଅଧିକ ସଂକ୍ରମଣ ହେଉଥିବା 5 ରାଜ୍ୟ ଭିତରେ ଓଡ଼ିଶା
+ ମୋରମ ମାଫିଆଙ୍କ ସହଯୋଗୀ ସାଜିଛନ୍ତି ରାଜସ୍ବ ବିଭାଗ ଅଧିକାରୀ
#ArgusNews #Odisha #ArgusNewsTV #Headlines7PM