ଅନ୍ଧ ବିଶ୍ବାସର କରୁଣ ପରିଣତି । ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଲେ ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତ ଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଲେ ।
#ArgusNews #Subarnapur #superstition #Odisha