ରାୟଗଡ଼ା ଗୁଣପୁରରେ ଆୟୋଜିତ ହୋଇଯାଇଛି 9ମ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ .....
Thu, Feb 18 | 10:00 a.m.
ସଂସାର ଜଞ୍ଜାଳ, ବ୍ୟସ୍ତ ବହୁଳ ମଣିଷ କ୍ଳାନ୍ତି ଅନୁଭବ କଲେ ଖୋଜେ ଟିକେ ବିଶ୍ରାମ । ବିଶ୍ରାମ ଭିତରେ ମନୋରଞ୍ଜନ ମିଳିଲେ ସେ ହୋଇଯାଏ ଆନମନା । ସହଜେ କୋରନା କଟକଣା ଯୋଗୁଁ ଗତ ଏକ ବର୍ଷ ଧରି କୌଣସି ବଡ଼ ଧରଣର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇନାହିଁ । ଏଭଳି ସ୍ଥିତିରେ ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ସରକାର ଙ୍କ ଗାଇଡ଼ ଲାଇନ ମୁତାବ