କର୍ଣ୍ଣାଟକରେ 14 ଦିନିଆ ଲକଡାଉନ୍ ଘୋଷଣା... ଆସନ୍ତାକାଲି ରାତିଠାରୁ ଲାଗୁ ହେବ କଟକଣା...
ରାଜ୍ୟରେ ପ୍ରତି ମିନିଟରେ 5 ସଂକ୍ରମିତ... ବର୍ତ୍ତମାନ ପ୍ଲାଟୋ ସ୍ଥିତିରେ କୋରୋନା...
ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ମହାପାତ୍ର..
ପୁଣି 6 ହଜାର ଉପରେ ସଂକ୍ରମଣ… ରାଜ୍ୟରେ ଆଜି 6599 ପଜିଟିଭ୍...
12 ଘଣ୍ଟା ଧରି ପଡି ରହିଲା ଶବ...ମୃତଦେହ ନେବାକୁ ପରିବାରର ଗୁହାରି ପରେ ବି ଶୁଣିଲେନି କେହି...
ଭଦ୍ରକ ବାଗୁରାଇରୁ 35 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ...
ମେ 1ରୁ ଯୁବବର୍ଗଙ୍କୁ ଟିକାକରଣ... ବିତରଣ ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ୍...
#ArgusNews #Odisha # Argus Update 3 PM