ଏହା ପୂର୍ବରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାୟ 40 ମନିଟ ଧରି ରାଷ୍ଟ୍ରପତି ଦମ୍ପତ୍ତି ଶ୍ରୀମନ୍ଦିର ମଧ୍ୟରେ ରହିଥିଲେ । ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ପରେ ମା ମହାଲକ୍ଷ୍ମୀ ଓ ବିମଳାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି...
#ArgusNews #ArgusUpdate #Odisha #Shreemandir #Puri #Jaganatha_Temple President of India