ରାଜ୍ୟରେ ବିଗିଡିବାରେ ଲାଗିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ବନ୍ଦ ହେଉଛି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଖାସକରି ଆଦିବାସୀ ଅଧ୍ୟୁଷିତ ଅଂଚଳ ଓ ଦୁର୍ଗମ ଅଞ୍ଚଳରେ ବନ୍ଦ ହେଉଛି ସ୍କୁଲ । ଫଳରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହେବା ନେଇ ଆଶଙ୍କା ଦେଖାଦେଇଛି ।....
#ArgusNews #ArgusOdia #OdishaEducation #PrimarySecondarySchools