ରାଜ୍ୟରେ କାଲି ଯାଏଁ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଡିପ୍ରେସନରେ ପରିଣତ ହୋଇଥିବାବେଳେ ଆଜି ସୁଦ୍ଧା ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ 2 ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
#ArgusNews #ArgusOdisha #ArgusOdia #ArgusUpdate