ଜୁଆ ଆଡ୍ଡା ଉପରେ ଚଢ଼ାଉ । ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇ 8 ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ 30 ହଜାର ଟଙ୍କା ଜବତ ହୋଇଛି । #ArgusNews #ArgusOdisha #ArgusOdia #ArgusUpdate
Be the first to know any news. You will get latest stories and video updates through the day. You can turn them off anytime.