ବିଧାନସଭାରେ ଆଜି ପୁଣି ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଜେପି ପୋଷ୍ଟର ଧରି ଗୃହ ମଧ୍ୟକୁ ଆସି ହୋହାଲ୍ଲ କରିଥିବା ଦେଖିବାକୁ ମିଳିଥିଲା...
#ArgusNews #ArgusUpdate #Odisha #Assembly #Bhubaneswar #Mahanga_Double_Murder