ଗଞ୍ଜାମରେ କୋଭିଡ କୋପ...
ଜିଲ୍ଲାରେ 4 ଦିନରେ 5 ଜଣ ଗଣମାଧ୍ୟ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି...
ସେରଗଡର କରୁଣାକର ସାହୁ, ଛତ୍ରପୁର ର ନରେଶ ବେହେରା, କୁକୁଡ଼ାଖଣ୍ଡି ର ଗୋବିନ୍ଦ ବେହେରା, ଚିକିଟିର ମନୋଜ ସାହୁ ଏବଂ ବାଲିପଦର ର ରତ୍ନାକର ମହାରଣା କୋଭିଡରେ ଆକ୍ରାନ୍ତ ହୋଇ ଆର ପାରିରେ...
#ArgusNews #ArgusUpdate #Odisha #Corona #Ganjam #Journalist