ବେଙ୍ଗଲରେ ଟିଏମସି ଜିତିବା ପରେ ପୁଣି ଆରମ୍ଭ ହୋଇଛି ରାଜନୈତିକ ହିଂସା
ପଶ୍ଚିମବଙ୍ଗରେ ବିଜେପିର ବିଗଏଣ୍ଟ୍ରୀ । ଟିଏମସି ବିଜୟୀ ହୋଇ ଥିଲେ ବି ବଡ଼ ଜମ୍ପ ମାରିଛି ବିଜେପି । ଆଉ ଏହି ସଫଳତା ପଛରେ ବଡ଼ ହାତ ରହିଥିଲା ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ....
#ArgusNews #Odisha #Bulletin #Westbengal #BJP