ଟୀକା କରଣକୁ ନେଇ ପ୍ରତିକ୍ରିୟା ରଖିଲେ ବିଏମସି କମିଶନର । କହିଲେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟୀକା ନେବାକୁ ଥିବା ବ୍ୟକ୍ତି ଜଣେ ସଫେଇ କର୍ମଚାରୀ । ସେ ପ୍ରଥମ ବ୍ୟକ୍ତି ଭାବେ ଟୀକା ନେବେ....
#ArgusNews #Odisha #Bhubaneswar #Covid_Vaccine
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app