ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବିରୋଧରେ କଂଗ୍ରେସର ବିଶାଳ ରାଲି । ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ବେଆଇନ ଭାବେ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ଜମି ନିର୍ଦ୍ଧାରିତ ମୂଲ୍ଯ ଉପରେ ୦.୫% ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସର ବିଶାଳ ରାଲି ବାହାରି ଭୂବନେଶ୍ବର ମହାନଗରନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି...
#ArgusNews #ArgusUpdate #Odisha #Congress_Rally #Holding_Tax #BMC #Bhubaneswar