ଦାରିଦ୍ରର ଭୟଙ୍କର ପରିଣାମ। ରୋଗରେ ବୃଦ୍ଧ ସ୍ବାମୀର ମୃତ୍ୟୁ ପରେ ବୃଦ୍ଧା ସ୍ତ୍ରୀର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ ଜଡାସିଂଙ୍ଗାରେ। ଗତକାଲି ସ୍ବାମୀର ମୃତ୍ୟୁପରେ ସ୍ତ୍ରୀ ଆତ୍ମହତ୍ୟା କରିଛି। ଆଜି ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି । ସ୍ୱାମୀର ମୃତଦେହ ତଳେ ପଡିଥିବା ବେଳେ ସ୍ତ୍ରୀ ମୃତଦେହ ଛୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
#ArgusNews #ArgusOdisha #ArgusOdia #ArgusUpdate #CoupleDeath #lackofmoney