Argus Update News 11am ||
- 2 ଦିନିଆ ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ....
- ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆରମ୍ଭ ହେଲା ପଦଯାତ୍ରା....
- ମହାସ୍ନାନ ହେଲା ଶ୍ରୀମନ୍ଦିର....
- ବୌଦ୍ଧ ପୁରୁଣାକଟକ ଥାନା କରଡ଼ାକୋଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...
- ଏବେ ବି ଜଳୁଛି ଶିମିଳିପାଳ...
- ବଡ଼ ବଜାର ଥାନା ଲକ୍ଷ୍ମୀନୃସିଂହ ସାହିରେ ବୋମାମାଡ଼ ଘଟଣାର ପର୍ଦାଫାସ...
- ପ୍ରସାଦ ସେବନ କରି 50ରୁ ଉର୍ଦ୍ଧ୍ବ ଅସୁସ୍ଥ....
- ବଡ଼ଦେଉଳ ପାଇଁ ଆରମ୍ଭ ହେଉ ବିଶାଳ ଅର୍ଥ ସଂଗ୍ରହ ଅଭିଯାନ...
#ArgusNews #Odisha #ArgusUpdateNews #UpdateNews #Headlines