||Argus Update News 9AM ||
- ରାଜ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ...ଆଜି 15 ଜୀବନ ନେଇଛି ମହାମାରୀ...
- ଆଜି ରାଜ୍ୟରେ ପହଞ୍ଚିବ 1 ଲକ୍ଷ କୋଭିସିଲିଡ଼ ଟୀକା...
- ସ୍ୱଳ୍ପରୁ ଖୋଲିଲା ସାମ୍ରାଜ୍ୟର ପେଡ୍ଡି...ବ୍ରହ୍ମପୁରରେ ବିଦେଶୀ ବ୍ରାଣ୍ଡର ଲୋଗୋ ଲଗାଇ ନକଲି ମଦ ତିଆରି...
- ଆଜିଠୁ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...
- ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା...
#ArgusNews #Odisha #ArgusUpdateNews