ଆଜି ବିହାର ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କୋଭିଡ କଟକଣାକୁ ମାନି ସମସ୍ତ ଭୋଟର ମତଦାନ କରିବାକୁ ଟ୍ୱିଟ କରି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋଟିଂ ବେଳେ ସାମାଜିକ ଦୂରତ୍ୱ ରଖିବା ସହ ମାସ୍କ ପିନ୍ଧିବାକୁ ମୋଦି ପରାମର୍ଶ ଦେଇଛନ୍ତି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Bihar #BiharAssemblyElection