Argus Update News 11am ||
- ରାଜ୍ୟରେ 6 ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା...
- ଦେଶରେ ବେକାବୁ କରୋନା ସ୍ଥିତି...
- ବ୍ରହ୍ମପୁରରେ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ...
- କୋରାପୁଟରେ ବିବାହ ଓ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଦେଶ ନାମା ଜାରିକଲା ଜିଲ୍ଲା ପ୍ରଶାସନ...
- ମହାରାଷ୍ଟ୍ରରେ କଡ଼ା ହେଲା କୋରୋନା କଟକଣା...
- ପ୍ରବାସୀଙ୍କୁ ନେବାକୁ ଆସିଥିବା କେରଳ ବସ୍କୁ ଅଟକ ରଖିଲେ ଗ୍ରାମବାସୀ…
- ରାଉରକେଲାରେ ଅଭାବନୀୟ ଘଟଣା...
- ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ...
- ରାଜ୍ୟରେ 48 ଘଂଟା ଯାଏଁ କାଳବୈଶାଖୀ ଆଶଙ୍କା...
#ArgusNews #Odisha #UpdateNews #ArgusUpdateNews #Headlines