ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ବାଇକ୍କୁ ପଛ ପଟୁ ପିଟିଲା ଟ୍ରକ । ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।
#ArgusNews #ArgusOdisha #ArgusOdia #ArgusUpdate #Accident #Khandagiri
Be the first to know any news. You will get latest stories and video updates through the day. You can turn them off anytime.