କୋରାପୁଟ ସୁନାବେଡ଼ା ହାଲ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଘଟଣା...
ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ...ମହିଳା ଜଣକ ରସି ଲଗାଇ ଆତ୍ମହତ୍ୟା କରିବାକୁ ନେଇ ସୋସିଆଲ ମିଡ଼ଆରେ ଭିଡିଓ ଭାଇରାଲ କରିଥିଲେ....
#ArgusNews #ArgusUpdate #Odisha #Koraput #Sunabeda #SuicideAttempt