ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ରାଜ୍ୟରେ ଆଗକୁ ଆହୁରି ସଂକ୍ରମଣ ବଢ଼ିପାରେ । ସୁରତ ହଟସ୍ପଟ ହୋଇସାରିଛି । ସେଠାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ଆବଶ୍ୟକ । ଏନେଇ ଡାକ୍ତର ନିରୋଜ ମିଶ୍ର ସୂଚନା ଦେଇଛନ୍ତି ...
#ArgusNews #Odisha #ArgusUpdate