ସର୍ବେଶ୍ଵର ବେଉରାଙ୍କ ଉପରେ ହୋଇଥିବା ବୋମାମାଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବି ସହ ଷଡଯନ୍ତ୍ରର ଖୁଲାସା କରିବା ପାଇଁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ । .
#ArgusNews #Odisha #ArgusUpdate