Sun, Feb 21 | 1:50 p.m.
ରାଇରଙ୍ଗପୁରରେ ବ୍ରାଉନସୁଗର ସହିତ ବେପାରୀ ଗିରଫ
ରାଇରଙ୍ଗପୁରରେ ବ୍ରାଉନସୁଗର ସହିତ ବେପାରୀ ଗିରଫ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ବସଷ୍ଟାଣ୍ଡରୁ ବ୍ରାଉନସୁଗର ଜବତ କରାଯାଇଛି । ସେମାନଙ୍କୁ, ୬ ଦଶମିକ ୭୦ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ଟାଉନଥାନା ପୋଲିସ.......
#ArgusNews #Odisha #Rairangpur #Police #Seized