ଦେଶରେ କରୋନା ସଂକ୍ରମଣ ଥମୁନାହିଁ । ପ୍ରତ୍ୟେକ ଦିନ ୩ ଲକ୍ଷ ଉପରେ ପଜିଟିଭ୍ ଆସୁଛନ୍ତି । କରୋନା ସଙ୍କଟ ମଧ୍ୟରେ ଜର୍ମାନୀ, ଗ୍ରୀସ ଓ ଫିନଲାଣ୍ଡରୁ ମେଡିକାଲ ସହାୟତା ପହଞ୍ଚିଛି । ମେଡିକାଲ ସହାୟତା ନେଇ ଜର୍ମାନୀରୁ ଏକ ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି...
#ArgusNews #Odisha #ArgusUpdate