କୋରୋନାର ଦ୍ଵିତୀୟ ଲହର ଯୋଗୁଁ ରାଜ୍ୟରେ ବଢୁଛି ଭୟ । ଏଭଳି ସ୍ଥିତିରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ଉପରେ କଟକଣା ଲାଗିଛି । ଯାତ୍ରାକୁ 4 ଦିନ ବାକି ଥିବାବେଳେ କାକଟପୁର ସ୍ଥିତ ଡାକବଙ୍ଗଳାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ...
#ArgusNews #Odisha #ArgusUpdate