ଭଦ୍ରକ ସହର ଓ ଆଖପାଖ ଅଞ୍ଚଳରେ କାଲି ରାତିରୁ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇ ନପାରି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଖରାଦିନେ ଏଭଳି ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ...
#ArgusNews #Odisha #ArgusUpdate