ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ଏବେଠୁ ଥଣ୍ଡା ଅନୁଭୂତ ହେଲାଣି । ସକାଳୁ ସକାଳୁ ପୁରା ପରିବେଶ କୁହୁଡିମୟ ହୋଇଯାଉଥିବାବେଳେ ବହୁତ ଥଣ୍ଡା ଲାଗୁଛି । ଲୋକମାନେ ମର୍ଣ୍ଣିଂ ୱାର୍କରେ ବାହାରି ଥଣ୍ଡା ଓ କୁହୁଡିର ମଜ୍ଜା ନେଉଥିବା ଦେଖିବାକୁ ମିଳିଛି । ଏବର୍ଷ ଶୀତ ଅଧିକ ମାତ୍ରାରେ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Sundergarh #WinterSeason #Cold