ରାଜ୍ୟରେ ଖସୁଛି ସଂକ୍ରମଣ । 24 ଘଣ୍ଟାରେ 1982 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କ୍ୱାରେଣ୍ଟାଇନରୁ 1156 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 826 । ଖୋର୍ଦ୍ଧାରୁ ସର୍ବାଧିକ 3ଶହ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ପୁଣି 17 ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍କରୋନା ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଛି। ଭୁବନେଶ୍ୱରରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। 24 ଘଣ୍ଟାରେ 1982 ପଜିଟିଭ ଚିହ୍ନଟ ହୋଇଛନ୍ତି ।
#ArgusNews #ArgusOdisha #ArgusOdia #ArgusUpdate #Covid19 #CoronaUpdates