Argus Update News 2pm ||
- ଚାଷୀଙ୍କ ଖାତାକୁ ଗଲା ପିଏମ-କିଷାନର ଅଷ୍ଟମ କିସ୍ତି...
- ସୈତାନ ସ୍ବାମୀର ବର୍ବରକାଣ୍ଡ...ପତ୍ନୀ ସହ 5 ବର୍ଷର ଶିଶୁକୁ ଟାଙ୍ଗିଆରେ ହାଣି ହତ୍ୟା...
- ରାଜ୍ୟରେ କରୋନାର ନୂଆ ରେକର୍ଡ...24 ଘଣ୍ଟାରେ 12 ହଜାର 390 ପଜିଟିଭ...
- ବ୍ରହ୍ମପୁର ଜେଲରେ କୋଭିଡର ଏଣ୍ଟ୍ରୀ...ଗୋଟିଏ ଦିନରେ 46 ପଜିଟିଭ ଚିହ୍ନଟ...
- ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା…
- ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ.....
#ArgusNews #Odisha #Headlines #ArgusUpdateNews