ସରକାରୀ ଯୋଜନାର ବାସ୍ତବ ଚିତ୍ର ଏଠି ଭିନ୍ନ ....
Wed, Feb 10 | 4:46 p.m.
ଏ ହେଉଛନ୍ତି ଜାନକୀ ଧୀବର । ବୟସ ପାଖାପାଖି 90 ଛୁଇଁଲାଣି । କିନ୍ତୁ, ବୟସର ଅପରାହ୍ନରେ ବି ସେ ଚାଉଳ ମୁଠାଏ ପାଇଁ ଡହଳ ବିକଳ ...କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ମୁଖ୍ୟ ଧାନମଣ୍ଡିରେ ଧାନ ବିକ୍ରି ପରେ ଲ୍ୟାମ୍ପ ସମ୍ମୁଖରେ ବସି ଧାନ ପାଛୁଡିବାରେ ଲାଗି ପଡନ୍ତି ସେ ..ଆବାସ ଯୋଜନା ହେଉ କି ରାସନ କାର୍ଡ । ସବୁଠି ଗରିବଙ୍କୁ ଉପେକ୍ଷା । ସରକାରୀ ଯୋଜନାର ବାସ୍ତବ ଚିତ୍ର ଏଠ