କରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା । ଅତି ଜରୁରୀ ନଥିଲେ ଘରୁ ପଦାକୁ ନବାହାରିବା ପାଇଁ କୁହାଯାଉଛି । ଯଦି ଲୋକେ ଅନାବଶ୍ୟକ ଭାବେ ଆପଣଙ୍କ ଘର ନିକଟରେ କିମ୍ବା ଆଖପାଖ ଅଞ୍ଚଳରେ ଏକାଠି ହେଉଛନ୍ତି ତେବେ ତୁରନ୍ତ ୧୦୦କୁ ଡାଏଲ କରି ପୋଲିସକୁ ଜଣାଇବାକୁ କୁହାଯାଇଛି...
#ArgusNews #Odisha #ArgusUpdate