ଆଉ ମାତ୍ର ଦିନ କେଇଟା ପରେ ନେତାଜୀ ଜୟନ୍ତୀ । ପୁରା ଦେଶ ପାଳିବ ମହାନ ସ୍ୱାଧିନତା ସଂଗ୍ରାମୀ ତଥା ଜନନାୟକ ନେତାଜୀ ସୁବାଷ ବୋଷଙ୍କ 125 ତମ ଜନ୍ମ ଜୟନ୍ତୀ । ଏହାକୁ ନେଇ ସାରା ଦେଶରେ କ୍ରାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାବେଳେ କଟକ ସ୍ଥିତ ନେତାଜୀଙ୍କ ଜନ୍ମ ସ୍ଥାନ ମ୍ୟୁଜିୟମରେ ମଧ୍ୟ କିଛି ନୂଆ ଦେଖିବାକୁ ମିଳିବ..
#ArgusNews #Odisha #NetajiJayanti
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app