|| ARGUS UPDATE NEWS 8AM ||
- ରାଜ୍ୟରେ କରୋନା କାୟା... 24 ଘଣ୍ଟାରେ 8914 ସଂକ୍ରମିତ ଚିହ୍ନଟ...
- ଆଜିଠୁ ରାଜଧାନୀରେ 18 ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ ଟିକାକରଣ…
- ଧାନ କଟାକୁ କେନ୍ଦ୍ର କରି ପୁଅକୁ ରଶିରେ ବାନ୍ଧିଲା ବାପା... ବିଲରେ ଭାଉଜକୁ ଗୋଡେଇ ଗୋଡେଇ ପିଟିଲା ଦିଅର...
- ରାଜ୍ୟରେ ଲକଡାଉନ ରିଟର୍ଣ୍ଣସ... ସାରା ରାଜ୍ୟରେ 14 ଦିନିଆ ତାଲାବନ୍ଦ...
- ଜିତିଲା ଟିଏମସି, ହାରିଲେ ମମତା....
- ନିର୍ବାଚନ ଫଳ ପରେ ବେଙ୍ଗଲରେ ହିଂସା...
- ବେଙ୍ଗଲବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି...
#ArgusNews #Odisha #ArgusUpdate