ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ....
Thu, Feb 18 | 10:37 a.m.
ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତୟାର କରିଛନ୍ତି ବିରୋଧୀ । ପରୀ, ଚାଷୀ, ମାହାଙ୍ଗା ମର୍ଡର, ସୀମା ବିବାଦ, ଆଇନଶୃଙ୍ଖଳା, ମଣ୍ଡି ସମସ୍ୟା ଓ ଖଣି ଦୁର୍ନୀତିକୁ ମୁଦ୍ଦା କରିବ ବିଜେପି ପ୍ରଥମ ପର୍ଯ୍ୟାୟ 10.30 ରୁ ଅପରାହ୍ଣ 1.30ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ 4 ରୁ 6 ଟା ପର୍ଯ୍ୟନ୍ତ ଚାଲିବ ....
#ArgusNews #Budget