ନୂତନ ଭାବେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଆଙ୍କୁଲା ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଯାଉଥିବା ଏକ ମଦ ଦୋକାନ ନ ଖୋଲିବାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି ....
#ArgusNews #Odisha #ArgusUpdate