Fri, Feb 19 | 10:34 a.m.
ସୋରର ଦୁଇ ନାବାଳିକାଙ୍କ ମୃତ୍ୟୁରୁ ହଟୁନି ସସପେନ୍ସ
ବାଲେଶ୍ବର ଜିଲ୍ଲା ସୋର ତେଣ୍ଟେଇ ଗାଁର ଦୁଇଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁକୁ ଦୁଇବର୍ଷ ପୂରିଲା । କିନ୍ତୁ ମୃତ୍ୟୁର ରହସ୍ୟ ଖୋଲିପାରିଲାନି କ୍ରାଇମବ୍ରାଞ୍ଚ । ଦୁଇ ନାବାଳିକାଙ୍କ ମୃତ୍ୟୁ କେମିତି ହେଲା ଏବଂ କେଉଁ ପରିସ୍ଥିତିରେ ଘଟିଲା ତାକୁ ନେଇ ସ୍ତବ୍ଧ ପରିବାର । ନ୍ୟାୟ ନ ମିଳିବାରୁ ପୋଲିସ ତଦନ୍ତ ଉପରେ ପ୍ରଶ୍