ପୁଣି ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବୁର୍ଲା ଭୀମସାର ମେଡିକାଲରେ ଦେଖାଦେଇଛି ଉତ୍ତେଜନା । ସମ୍ବଲପୁର ଆମ୍ବେଦକର ନଗରର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସରକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ସେଠାରେ ଚିକିତ୍ସା ଅବହେଳାରୁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଭୀମସାରରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା ।
#ArgusNews #ArgusOdisha #ArgusOdia #ArgusUpdate #Burla