ପୁରୀ ଜିଲ୍ଲା ପିପିଲି ବ୍ଲକ ନିଜିଗଡକୁରୁକି କାଜୁ ଜଙ୍ଗଲରେ ଜଳୁଛି ନିଆଁ । ଏକର ଏକର କାଜୁ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ବର୍ଷ ବର୍ଷ ଧରି 30 ପରିବାର ଏହି କାଜୁ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବାବେଳେ ଏବେ ସବୁ ନିଆଁରେ ଭଷ୍ମୀଭୂତ ହୋଇଛି ....
#ArgusNews #Odisha #ArgusUpdate